Viral Video: ଯେସାକୁ ତେସା! ନୀରିହ ପଶୁ ଉପରେ ଅତ୍ୟାଚାର କରୁଥିଲା ଏହି ବ୍ୟକ୍ତି, ଗଧ ଦେଲା ଏକ ବଡ଼ ନିତିଶିକ୍ଷା, ଦେଖନ୍ତୁ ଭଡିଓ

Jagdish Barik Sun, 08 Oct 2023-10:56 pm,

Viral Video: Tit For Tat: ସୋସିଆଲ ମିଡିଆରେ ଏକ ଭିଡିଓ କ୍ଲିପ୍ ଭାଇରାଲ ହେଉଛି । ଏହି ଭାଇରାଲ୍ ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତି ଚାପୁଡା ମାରୁଛି । ଏହା ପରେ ସେ ସେହି ଗଧର ପିଠି ଉପେର ବସିବାକୁ ଚେଷ୍ଚା କରେ । ବ୍ୟକ୍ତି ଗଧର ପିଠିରେ ବସିବା ମାତ୍ରେ ପଶୁଟି ଏକ ସୁଯୋଗ ପାଏ । ଏହାପରେ ଗଧ ବ୍ୟକ୍ତିଙ୍କ ଗୋଡକୁ କାମୁଡିବା ଆରମ୍ଭ କରେ । ତା'ପରେ ଯାହା ଘଟିଲା ଆପଣ ନିଜେ ଦେଖନ୍ତୁ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link