Video: କିଛି ସମୟ ତଳେ ଅପଲୋଡ ହେଇଛି ଅନୁଭବଙ୍କ ଏହି ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Sun, 25 Aug 2024-5:15 pm,

Anubhav Mohanty: ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କର ନୂଆ ସିନେମା କର୍ମର ଗୋଟିଏ ପରେ ଗୋଟିଏ ଝଲକ ଭାଇରାଲ୍ ହେବାରେ ଲାଗିଛି । ଆପଣଙ୍କ ପ୍ରିୟ ଅଭିନେତା ଅନୁଭବ ଆଜି କର୍ମ ସୁଟିଂ ସେଟର ଗୋଟିଏ ଝଲକ ସେୟାର କରିଛନ୍ତି । ସେଥିରେ ଅନୁଭବଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି । ଭିଡିଓଟି ପୋଷ୍ଟ ହେବାର ମାତ୍ର କିଛି ସମୟ ମଧ୍ୟ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link