Video: ଅଭିନେତ୍ରୀ ବେବି ପ୍ରଧାନଙ୍କ ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Thu, 10 Oct 2024-4:38 pm,

Video: ଓଡ଼ିଆ ଅଭିନେତ୍ରୀ ବେବି ପ୍ରଧାନଙ୍କ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ରଙ୍ଗଲତା ଗୀତରେ ଖୁବ ନିଆରା ଭାବେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି ବେବି । କେବଳ ସିନେମା କିମ୍ୱା ଧାରାବାହିକରେ ନୁହେଁ ବରଂ ସୋସିଆଲ ମିଡିଆରେ ମଧ୍ୟ ନିଜ ପ୍ରଶଂସକଙ୍କ ମନୋରଞ୍ଜନ କରିବା ପାଇଁ ସର୍ବଦା ପ୍ରୟାସ କରନ୍ତି ବେବି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link