Video: ଅଗ୍ନି ବର୍ଷା ଖରାରେ ଗରୀବ ଲୋକଙ୍କୁ କମ୍ବଳ ବାଣ୍ଟିଲେ TMC ବିଧାୟକ, ଭଡ଼ିଓ ଭାଇରଲ

Jagdish Barik Thu, 20 Apr 2023-3:45 pm,

Bimalendu Sinha Roy: ପ୍ରବଳ ଗରମ ମଧ୍ୟରେ ତୃଣମୂଳ କଂଗ୍ରେସ ବିଧାୟକ ବିମଳେନ୍ଦୁ ସିହ୍ନା ରୟ ଗରିବ ଲୋକଙ୍କୁ କମ୍ବଳ ବଣ୍ଟନ କରିଛନ୍ତି । ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ଜୋରଦାର ଭାଇରାଲ ହେଉଛି । ଏହାକୁ ନେଇ ବିଧାୟକ କହିଛନ୍ତି ଯେ ପୋଷାକ ବଣ୍ଟନ କରାଯାଉଥିଲା ଓ ସେଠାରେ କିଛି କମ୍ବଳ ମଧ୍ୟ ଥିଲେ, ତେଣୁ ସେଗୁଡିକ ବଣ୍ଟନ କରାଯାଇଥିଲା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link