CCTV Video: ପାର୍କିଂ ବେଳେ ନାତି ଉପରେ ଚଢିଗଲା ଜେଜେର କାର୍, ଛାତିଥରା ଭିଡିଓ ସିସିଟିଭିରେ କଏଦ

ରଶ୍ମିତା ସାହୁ Wed, 15 Nov 2023-2:24 pm,

ଘର ଅଗଣାରେ ଖେଳୁଥିବା ବେଳେ ଚାଲିଗଲା ୨ ବର୍ଷ ଶିଶୁପୁତ୍ରର ଜୀବନ । ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି କେରଳରେ । ଅଗଣାରେ ନିଜର SUV କାର୍ ପାର୍କିଂ କରୁଥିବା ବେଳେ ଜେଜେବାପାର ଗାଡ଼ି ଚକା ତଳେ ଅଜାଣତେ ଆସିଯାଇଥିଲା ଶିଶୁ ପୁତ୍ରଟି । ଜେଜେ ବାପା ଜାଣିନପାରି ନିଜ ନାତି ଉପରେ କାର୍ ଚଢାଇଦେଇଥିଲେ। ଯାହାଫଳରେ ଘଟଣାସ୍ଥଳରେ କାନ୍ଦିବାର ଶବ୍ଦ ଶୁଣି ଶିଶୁକୁ ଉଦ୍ଧାର କରିଥିଲେ ସୁଦ୍ଧା ଘଟଣାସ୍ଥଳରେ ପ୍ରାଣ ହାରିଥିଲା ଶିଶୁଟି । ଏହି ଭିଡିଓଟି ସେହି ଘର ବାହାରେ ଲାଗିଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link