Samalei Prakalpa: ଆସନ୍ତାକାଲି ହେବ ସମଲେଶ୍ୱରୀ ମନ୍ଦିର ପ୍ରକଳ୍ପର ଅଂକୁର ରୋପଣ

Sun, 21 Jan 2024-4:00 pm,

ଆସନ୍ତା କାଲି ହେବ ସମଲେଶ୍ୱରୀ ମନ୍ଦିର ପ୍ରକଳ୍ପ ର ଆଦ୍ୟ ପର୍ବ ଅଂକୁର ରୋପଣ କାର୍ଯ୍ୟକ୍ରମ |୨୭ ତାରିଖରେ ସମଲେଶ୍ୱରୀ ପ୍ରକଳ୍ପ ର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ | ୨୭ ତାରିଖ ୧୨ ଟା ସମୟ ରେ ମୁଖ୍ୟମନ୍ତ୍ରୀ ନିଜେ ସେଦିନ ଉପସ୍ଥିତ ରହିବା ସହ ସମ୍ବଲପୁର ସହ ଅନତିରିଶ ଜିଲ୍ଲା ର ଅତିଥି ମାନେ ମଧ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ଦିଆଯାଇଛି | ଆସନ୍ତା ୨୭ ତାରିଖ ରୁ ଯଜ୍ଞ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ମଧ୍ୟ ସୂଚନା ପ୍ରଦାନ କରାଯାଇଛି |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link