Mahindra Thar: ରାସ୍ତା ଜାମ ହେବା ଯୋଗୁଁ ମହିନ୍ଦ୍ରା ଥାରକୁ ନଦୀରେ ଚଲାଇଲେ ବ୍ୟକ୍ତି; ଭିଡିଓ ଭାଇରାଲ

Jagdish Barik Tue, 26 Dec 2023-3:07 pm,

Tourist Drives Mahindra Thar SUV Through River: କୁହାଯାଉଛି ଯେ ପ୍ରବଳ ଟ୍ରାଫିକ ଜାମରୁ ରକ୍ଷା ପାଇବା ପାଇଁ ମହିନ୍ଦ୍ରା ଥାର ଏସୟୁଭିକୁ ସିସୁ ଉପତ୍ୟକା ନଦୀ ଉପରେ ଜଣେ ବ୍ୟକ୍ତି ଚଳାଉଥିବାର ଦେଖାଯାଇଥିଲେ । ଏହି ଭିଡିଓକୁ ନେଇ ଅନେକ ପ୍ରଶ୍ନ ଉଠିଛି, ଯାହା ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ପରିବେଶ ପ୍ରତି ଗମ୍ଭୀର ଥିବା ଲୋକମାନେ କହିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ଭୁଲ ଅଟେ । ଦେଖନ୍ତୁ ପୂରା ଭିଡିଓ-  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link