Shocking Video: ପାଣିପାଗ ସୂଚନା ଦେଉଥିବା ବେଳେ ଲାଇଭ୍ ଶୋ’ରେ ଟିଭି ଆଙ୍କରକୁ ହେଲା ହାର୍ଟ ଅଟାକ୍, ଦେଖନ୍ତୁ ଭିଡିଓ

Mon, 20 Mar 2023-3:56 pm,

TV Anchor Stroke Video: ଆମେରିକାରେ, ଜଣେ ମହିଳା ଆଙ୍କର୍ ନିଜେ ଲାଇଭ୍ ଶୋ’ କରିବା ସମୟରେ ହାର୍ଟ ଅଟାକର ଶିକାର ହୋଇଛନ୍ତି । ମହିଳା ଜଣକ ପାଣିପାଗ ଅପଡେଟ୍ ଦେଉଥିବାବେଳେ ସେ ଚେତନା ହରାଇ ସେଠାରେ ପଡ଼ିଯାଇଥିଲେ । ଲାଇଭ୍ ଶୋ' ଚାଲିଥିବା ବେଳେ ନ୍ୟୁଜ୍ ଚ୍ୟାନେଲର ଦର୍ଶକମାନେ ଏହି ଘଟଣାକୁ ସ୍ପଷ୍ଟ ଭାବରେ ଦେଖିଥିଲେ । ଆପଣ ମଧ୍ୟ ଦେଖନ୍ତୁ ଏହି ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link