ଲୋକସଭା କାର୍ଯ୍ୟ ଚାଲିଥିବାବେଳେ ସଂସଦ ଭିତରକୁ ଡେଇଁଲେ ୨ଜଣ ଅଜଣା ଯୁବକ, ଜାଳିଲେ ସ୍ମୋକ କ୍ୟାଣ୍ଡେଲ, ଦେଖନ୍ତୁ ଭିଡିଓ

Jagdish Barik Wed, 13 Dec 2023-2:33 pm,

Security Breach in Lok Sabha Video: ସଂସଦର ଶୀତକାଳୀନ ଅଧିବେଶନ ଚାଲିଛି ଓ ଲୋକସଭାରେ ଚାଲିଥିବା ପ୍ରକ୍ରିୟା ସମୟରେ ଦୁଇଜଣ ଲୋକ ସୁରକ୍ଷା ବ୍ୟବସ୍ଥାକୁ ପାର କରି ଦର୍ଶକ ଗ୍ୟାଲେରୀରୁ ଡେଇଁପଡିଥିଲେ । ଏହି ସମୟରେ, ଏହି ଏହି ବ୍ୟକ୍ତି ସ୍ମୋକ କ୍ୟାଣ୍ଡେଲ ଜଳାଇଥିଲେ, ଯାହା ପରେ ସମଗ୍ର ଲୋକସଭା ଧୂଆଁ ଧୂଆଁ ହୋଇଯାଇଥିଲା ​​। ତେବେ ପରେ ଉଭୟଙ୍କୁ ଗିରଫ କରାଯାଇଛି । ଦେଖନ୍ତୁ ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link