Uncle Dance Video: ବୃଦ୍ଧଙ୍କ ବ୍ରେକ୍ ଡ୍ୟାନ୍ସ ଦେଖି ଆପଣ ମଧ୍ୟ ହୋଇଯିବେ ତାଙ୍କ ଫ୍ୟାନ୍, ଦେଖନ୍ତୁ ଏହି ଭିଡିଓ

Jagdish Barik Mon, 21 Aug 2023-9:33 pm,

Uncle Dance Video: ଉଦୟପୁରଭିସିଟ୍ ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର ହୋଇଥିବା ଏକ ଭିଡିଓରେ ଜଣେ ୭୫-୮୦ ବର୍ଷୀୟ ବ୍ୟକ୍ତି ଖୋଲା ରାସ୍ତାରେ ଜୋରଦାର ନାଚୁଥିବାର ନଜର ଆସିଛନ୍ତି । ଅନ୍ୟ କେତେକ କଳାକାର ମଧ୍ୟ ସେଠାରେ ଅଭିନୟ କରୁଥିବା ଦେଖିବାକୁ ମିଳୁଛି । ଅଙ୍କଲ 'ସଜନା ହେi ମୁଜେ ସାଜନା କେ ଲିୟେ' ଗୀତରେ ବ୍ରେକ୍ ଡ୍ୟାନ୍ସ କରୁଛନ୍ତି, ତାଙ୍କର ପ୍ରତ୍ୟକ ଷ୍ଟେପ୍ ଆଶ୍ଚର୍ଯ୍ୟଜନକ । ଆପଣ ଦେଖନ୍ତୁ ଏହି ଭିଡ଼ିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link