Video: ମହିଳାଙ୍କ ପାଖ ଛାଡୁନି ନେଉଳ, ଭାବବିହ୍ୟୁଳ ହେବେ ଭିଡିଓ ଦେଖି

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 02 Sep 2024-8:19 pm,

Video: ସୋସିଆଲ ମିଡିଆରେ ଅନେକ ସମୟରେ ଏପରି କିଛି ଭିଡିଓ ଦେଖିବାକୁ ମିଳିଥାଏ ଯାହା ମନକୁ ଖୁବ ପ୍ରଭାବିତ କରେ । ଏହି ଭିଡିଓଟି ମଧ୍ୟ ଠିକ୍ ସେହିପରି । ଜଣେ ମହିଳାଙ୍କ ପୋଷା ମାନିଯାଇଛି ନେଉଳ । ସ୍ନେହ ପ୍ରେମର ବନ୍ଧନ ଇଏ ଯେଉଁଥିପାଇଁ ମହିଳାଙ୍କ ପାଖରୁ ଦୂରକୁ ଯିବାକୁ ନାରାଜ ନେଉଳ । ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ଏହି ଭିଡିଓଟି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link