Unknown Container: କେନ୍ଦ୍ରାପଡ଼ା ପରେ ଏବେ ପୁରୀ ସମୁଦ୍ର, ଆସିକି ଲାଗିଲା ଅଜଣା କଣ୍ଟେନର

Rashmita Sahoo Sat, 07 Sep 2024-5:00 pm,

Unknown Container: ସଂସ୍କୃତ ବିଶ୍ଵବିଦ୍ୟାଳୟ ନିକଟ ଗଙ୍ଗା ଦେବୀ ମନ୍ଦିର ନିକଟରେ ଲାଗିଲା ଅଜଣା କଣ୍ଟେନର। ସମୁଦ୍ରରେ ଏହା ଭାସୁଥିବା ନେଇ ମତ୍ସ୍ୟଜୀବୀଙ୍କ ନଜରକୁ ଆସିଥିଲା। ସମୁଦ୍ର କୂଳରେ କଣ୍ଟେନର ଲାଗିବା ପରେ ପୋଲିସର‌ ଛାନଭିନ୍ ଆରମ୍ଭ। ଅଜଣା କଣ୍ଟେନରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ଗତ କିଛିଦିନ ଦିନ ତଳେ ମଧ୍ୟ କେନ୍ଦ୍ରାପଡା ସମୁଦ୍ର କୂଳରୁ ଦେଖିବାକୁ ମିଳିଥିଲା ଏକ କଣ୍ଟେନର। କଣ୍ଟେନରକୁ ସ୍ଥଳଭାଗକୁ ଆଣିବା ପାଇଁ ଜୋରଦାର ଚେଷ୍ଟା ଚଳାଇଛନ୍ତି ସ୍ଥାନୀୟ ମତ୍ସ୍ୟଜୀବୀ ଓ କୁନିକୁନି ପିଲା।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link