Untalented Guy: ବିବାହ ବନ୍ଧନରେ ବାନ୍ଧି ହେଲେ ଅନଟାଲେଣ୍ଟେଟ୍ ଗାଏ, ଦେଖନ୍ତୁ ଭିଡିଓ

Narmada Behera Tue, 08 Oct 2024-11:06 am,

Untalented Guy: ୟୁଟ୍ୟୁବର ତଥା ରୋଷ୍ଟର ଅନଟାଲେଣ୍ଟେଡ୍ ଗାଏ। ଏଧିକାଂଶ ସମୟରେ ଚର୍ଚ୍ଚାରେ ଥାଆନ୍ତି। ତେବେ, ଏହାରି ଭିତରେ ସେ ହାତକୁ ଦି ହାତ ହୋଇଛନ୍ତି। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ତାଙ୍କର ବିବାହ ସମୟର କିଛି ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଦେଖନ୍ତୁ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link