Nepal Bus Accident: ନେପାଳ ନଦୀରେ ଖସିଲା ଉତ୍ତର ପ୍ରଦେଶ ବସ୍, ଉଦ୍ଧାର କାର୍ଯ୍ୟ ଭିଡିଓ ଦେଖିଲେ ଟାଙ୍କୁରି ଉଠିବ ଲୋମ

Rashmita Sahoo Fri, 23 Aug 2024-3:39 pm,

ମଧ୍ୟ ନେପାଳର ମୁର୍ସିୟୋଙ୍ଗଡି ନଦୀରେ ଶୁକ୍ରବାର ଏକ ଭାରତୀୟ ଯାତ୍ରୀବାହୀ ବସ୍ ଖସି ପଡ଼ିବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ତନାହୁନ୍ ଜିଲ୍ଲାର ଆଇନା ପହଡ଼ାରେ ଏହି ଦୁର୍ଘଟଣା ଘଟିଛି। ସଶସ୍ତ୍ର ପୋଲିସ ବାହିନୀ ନେପାଳ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ବିଦ୍ୟାଳୟର ବରିଷ୍ଠ ଆରକ୍ଷୀ ଅଧୀକ୍ଷକ (ଏସ୍ଏସ୍ପି) ମାଧବ ପୁଡେଲଙ୍କ ନେତୃତ୍ୱରେ ୪୫ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ ପ୍ରାୟ ୧୩ରୁ ୧୪ଟି ମୃତଦେହ ଉଦ୍ଧାର କରାଯାଇଛି। ଏହିବସ୍ ରେ ୪୦ ଭାରତୀୟ ଯାତ୍ରୀ ରହିଥିଲେ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link