Varsha New Video: କେନ୍ଦୁଝର ଯାଇ ମା` ତାରିଣୀଙ୍କ ଆଶିଷ ନେଲେ ବର୍ଷା ପ୍ରିୟଦର୍ଶିନୀ, ସେୟାର କଲେ ଭିଡିଓ

ରଶ୍ମିତା ସାହୁ Mon, 30 Oct 2023-12:13 pm,

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କେନ୍ଦୁଝର ଯାଇ ମା ତାରିଣୀଙ୍କ ଆଶିଷ ନେଇଛନ୍ତି । ଏକ ସୁନ୍ଦର ଶାଢୀ ପିନ୍ଧି ହାତରେ ଭୋଗ ଡାଲା ଧରି ମନ୍ଦିର ଭିତରକୁ ଯାଇଥିଲେ ଅଭିନେତ୍ରୀ ବର୍ଷା। ତାଙ୍କ ସହ ତା ଟିମ୍ ଥିବା ବେଳେ କିଛି ଘଣ୍ଟା ପୂର୍ବରୁ ଏହି ଭିଡିଓ ଟି ସେୟାର କରିଛନ୍ତି ଅଭିନେତ୍ରୀ । ତେବେ କିଛିଦିନ ତଳୁ ଅଭିନେତ୍ରୀ ଦୁର୍ଗାପୂଜା ସମୟର ଅନେକ ଭିଡିଓ ସେୟାର କରିଥିଲେ ଯେଉଁ ଭିଡିଓକୁ ବହୁତ ଭଲ ପାଇବା ମିଳିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link