Vastu Tips For Exam: ପରୀକ୍ଷାରେ ଭଲ ରେଜଲ୍ଟ ନଆସିବାର କାରଣ ଆପଣଙ୍କ ଘରର ବାସ୍ତୁ ଦୋଷ !

ରଶ୍ମିତା ସାହୁ Sun, 01 Oct 2023-3:42 pm,

ପରୀକ୍ଷା ସହ ଆସେ ମାର୍କ୍ ଚିନ୍ତା । ଭଲ ପ୍ରତିଶତରେ ପାସ କରିବାକୁ ନେଇ ପିଲା ଯେତିକି ଚିନ୍ତିତ ନଥାନ୍ତି ତା’ଠାରୁ ଅଧିକ ଅଭିଭାବକଙ୍କ ଚିନ୍ତା ଅଧିକ ଥାଏ । ଏମିତିରେ ପରୀକ୍ଷା ସମୟରେ ମନଲଗାଇ ପଢିବା ସହିତ କିଛି ଅନ୍ତରାଳରେ ସଫଳତା ପ୍ରଦାନକାରୀ ବିଦ୍ଯାମନ୍ତ୍ର ଉଚ୍ଚାରଣ ସହିତ କିଛି ବାସ୍ତୁ ଟିପ୍ସ ଅନୂସରଣ କରିବା ଦ୍ୱାରା ବିଦ୍ଯାର୍ଥୀ ପରୀକ୍ଷାରେ ଭଲ ଅଙ୍କ ପାଇ ପାରିବେ । ଲଘୁ ମନ୍ତ୍ର ଉଚ୍ଚାରଣ ଦ୍ୱାରା ଏକାଗ୍ରତା ବଢିବା ସହିତ ମନ ବିଚଳିତ ହୋଇନଥାଏ । ବାସ୍ତୁ ଅନୁସାରେ ବିଦ୍ଯାର୍ଥୀଙ୍କ ପାଇଁ କିଛି ନିୟମ ରହିଛି.ଯାହାର ପାଳନ ଦ୍ୱାରା ଲାଭ ମିଳିଥାଏ । ଆସନ୍ତୁ ଜାଣିବା ସେସବୁ ଉପାୟ କ’ଣ..

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link