Pair Fish: ଘରକୁ ସମୃଦ୍ଧି ଆଣେ ଯୋଡ଼ି ମାଛର ପ୍ରତୀକ, ଜାଣନ୍ତୁ ରଖିବେ କେଉଁଠି...

ରଶ୍ମିତା ସାହୁ Mon, 09 Oct 2023-6:26 pm,

ଫେଙ୍ଗ ସୁଇ ଅନୁସାରେ ଘରେ ଆକ୍ୱରିୟମରେ ମାଛ ରଖିବା ଶୁଭ ହୋଇଥାଏ । ତେବେ ସ୍ଥାନ ଅଭାବରୁ ହେଉ କିମ୍ବା ଅନ୍ୟ କାରଣରୁ ହେଉ ଅନେକ ସମୟରେ ଘରେ ଆକ୍ୱାରିୟମ ରଖିବା ସମ୍ଭବ ହୋଇନଥାଏ । ଏଭଳି ପରିସ୍ଥିତିରେ କାନ୍ଥରେ ଜୋଡି ମାଛର ପ୍ରତୀକ ରଖିବା ମଧ୍ଯ ସମାନ ଶୁଭ ଫଳ ପ୍ରଦାନ କରିଥାଏ ।ଧାତୁରେ ତିଆରି ମାଛ ସହିତ ଧାତୁର କଇଁଛ ରଖିବାକୁ ଶୁଭ ଭାବେ ବିବେଚନା କରାଯାଇଥାଏ । ଏଭଳି କରିବା ଦ୍ୱାରା ଘର ସହିତ ସମ୍ପୃକ୍ତ ସମସ୍ତ ସମସ୍ଯାର ସମାଧାନ ହୋଇଥାଏ । ଫେଙ୍ଗସୁଇ ଅନୁସାରେ ଜୋଡ଼ି ମାଛର ପ୍ରତୀକ ଚିହ୍ନକୁ ଘରେ ଲଟକାଇବା ଦ୍ୱାରା ପରିବାର ସଦସ୍ୟଙ୍କ ଉପରକୁ ଆସିବାକୁ ଥିବା ବିପଦ ଟଳି ଯାଇଥାଏ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link