German Ambassador: ରାଜଧାନୀରେ ନାଟୁ-ନାଟୁ ଗୀତରେ ନାଚି ଧୁଆଁ ଉଡ଼ାଇଦେଲେ ଜର୍ମାନ ରାଷ୍ଟ୍ରଦୂତ, ଆପଣ ଦେଖି ମଧ୍ୟ କହିବେ ୱା ୱା!

Jagdish Barik Sat, 18 Mar 2023-10:22 pm,

German Ambassador Dance Video: ଡକ୍ଟର ଫିଲିପ ଆକ୍କର୍ମନ ଓ ତାଙ୍କ ଟିମର ସଦସ୍ୟମାନେ ଲାଲ କିଲ୍ଲା ନିକଟରେ ଥିବା ଏକ ରାସ୍ତାରେ ଏକାଠି ହୋଇ ନାଟୁ-ନାଟୁ ଗୀତରେ ନାଚିଛନ୍ତି । ଭିଡିଓରେ ସେ ନାଟୁ-ନାଟୁ ଗୀତର ଭାଇରାଲ୍ ଡ୍ୟାନ୍ସ ଷ୍ଟେପ୍ କରୁଥିବା ନଜର ଆସିଛନ୍ତି । ସେମାନଙ୍କୁ ଦେଖିବା ଓ ଉତ୍ସାହିତ କରିବା ପାଇଁ ଏକ ବିରାଟ ଜନସମାଗମ ଦେଖିବାକୁ ମିଳିଛି । ଆପଣ ଦେଖନ୍ତୁ ଏହି ଭିଡିଓ ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link