Israel Hamas War: ହାମାସ ବଙ୍କର ଭିତରେ ପଶି ୨୫୦ ଜଣ ବନ୍ଧକଙ୍କୁ ଉଦ୍ଧାର କଲା ଇସ୍ରାଏଲ୍ ସୈନିକ, ଦେଖନ୍ତୁ ଅପରେସନ୍ ଭିଡିଓ

Jagdish Barik Fri, 13 Oct 2023-2:53 pm,

Israel Defense Forces Operation Video: ଇସ୍ରାଏଲ୍ ସୈନିକମାନେ ବଙ୍କରରେ ପ୍ରବେଶ କରି ୨୫୦ ଜଣ ବନ୍ଧକଙ୍କୁ ଉଦ୍ଧାର କରିଛନ୍ତି, ଏହା ସମେତ ୬୦ ଜଣ ହାମାସ ଯୋଦ୍ଧାଙ୍କୁ ହତ୍ୟା କରିଛନ୍ତି । ଏହାର ଏକ ଭିଡିଓ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ତରଫରୁ X (ପୂର୍ବ ଟ୍ୱିଟର୍) ରେ ସେୟାର କରାଯାଇଛି । ଯାହା ବର୍ତ୍ତମାନ ଜୋରଦାର ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link