`ସାମି ସାମି` ଗୀତର ଟ୍ରାକରେ ଛୋଟ ଝିଅଟି କଲା ଚତ୍ମକାର ଡ୍ୟାନ୍ସ, ତାରିଫ ନ କରି ରହିପାରିଲେନି ଅଭିନେତ୍ରୀ ରଶ୍ମିକା, ଦେଖନ୍ତୁ ଭିଡିଓ

Jagdish Barik Fri, 06 Oct 2023-10:59 pm,

Saami Saami Viral Dance Video: ବର୍ତ୍ତମାନ ସୋସିଆଲ ମିଡିଆରେ ଏକ କୁନି ଝିଅର ହୃଦୟସ୍ପର୍ଶୀ ଡ୍ୟାନ୍ସ ଭିଡିଓ ଜୋରଦାର ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ଛୋଟ ଝିଅଟି 'ସାମି ସାମି' ଗୀତରେ ଟ୍ରାକରେ ଜୋରଦାର ନାଚୁଥିବାର ନଜର ଆସୁଛି । ଏହି କୁନି ଝିଅର ଡ୍ୟାନ୍ସକୁ ଫଲୋ କରି ଅନେକ କୁନି ପିଲା ଏଠାରେ ନାଚୁଥିବାର ନଜର ଆସୁଛନ୍ତି । ଏହି ନାଚ ଏତେ ସୁନ୍ଦର ଯେ ଅଭିନେତ୍ରୀ ରଶ୍ମିକା ମନ୍ଧନା ତାରିଫ ନ କରି ରହିପାରିଲେ ନାହିଁ । ଆପଣ ଦେଖନ୍ତୁ ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link