Video: ବିବାହ ପୂର୍ବରୁ ଭାବି ସ୍ବାମୀଙ୍କ ନାଁ ଥିବା ଟୋପି ପିନ୍ଧିଲେ ପରିଣୀତି, ଦେଖନ୍ତୁ ଭିଡ଼ିଓ

Payal Priyadarshini Mon, 18 Sep 2023-9:49 am,

ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଅଭିନେତ୍ରୀ ପରିଣୀତି ଓ ସାଂସଦ ରାଘବ ଚଢା । ନିକଟରେ ପରିଣୀତିକୁ ବେଶ କୁଲ ଲୁକରେ ଏୟାରପୋର୍ଟରେ ସ୍ପଟ୍ କରାଯାଇଥିଲା । ତେବେ ଖାସ୍ କଥା ହେଉଛି ଜିନ୍ସ ଓ ସାର୍ଟ ପିନ୍ଧିଥିବା ପରିଣୀତି ଭାବି ସ୍ବାମୀ ରାଘବ ଚଢାଙ୍କ ନାଁର ପ୍ରଥମ ଅକ୍ଷର ‘ଆର’ ଏକ ଟୋପି ପିନ୍ଧିଥିବା ନଜର ଆସିଥିଲେ । ଯାହାର ଭିଡ଼ିଓ ଏବେ ଭାଇରାଲ ହେବାର ଲାଗିଛି ।   

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link