Viral Video: ଛୁଟି ନମିଳିବାରୁ ବିଦ୍ୟାଳୟରେ ରାକ୍ଷୀ ପୂର୍ଣ୍ଣିମା, ନିଲମ୍ବିତ ହେଲେ ଶିକ୍ଷକ

ରଶ୍ମିତା ସାହୁ Sun, 03 Sep 2023-8:26 pm,

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ଜଣେ ଶିକ୍ଷକ ନିଜ ଭଉଣୀ ହାତରୁ ରାକ୍ଷୀ ବାନ୍ଧୁଛନ୍ତି ହେଲେ ଛୁଟି ନମିଳିବାରୁ ରାଗି ଗର ଗର ହୋଇ ଚିଲାଇବାରେ ଲାଗିଛନ୍ତି । କାରଣ ଥିଲା ରାକ୍ଷୀରେ ତାଙ୍କୁ ଛୁଟି ମିଳିନଥିଲା। ସେଥିପାଇଁ ମନକୁ ଯାହା ଆସିଲା କହିଚାଲିଥିଲେ ଶିକ୍ଷକ । ପରେ ଭିଡିଓଟି ଭାଇରାଲ ହେବାପରେ ଶିକ୍ଷକ ସସପେଣ୍ଡ ହୋଇଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link