Vidya Balan Video: ମାଧୁରୀଙ୍କ ସହ ନାଚୁଥିବା ବେଳେ କଚାଡ଼ି ହୋଇପଡ଼ିଲେ ବିଦ୍ୟା ବାଲାନ୍, ଭିଡିଓ ଭାଇରାଲ

Rashmita Sahoo Sat, 26 Oct 2024-5:13 pm,

କାର୍ତ୍ତିକ ଆର୍ଯ୍ୟନଙ୍କ ଅଭିନୀତ ଭୁଲ ଭୁଲୈୟା ୩ର ଅମି ଜେ ତୋମାର ୩.୦ ର ଭର୍ସନ ଅକ୍ଟୋବର ୨୫ ଶୁକ୍ରବାର ମୁକ୍ତିଲାଭ କରିଥିଲା । ଏହି ଗୀତରେ ମାଧୁରୀ ଦୀକ୍ଷିତ ଏବଂ ବିଦ୍ୟା ବାଲନ ମଞ୍ଜୁଲିକା ଭୂମିକାରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ପ୍ରକୃତ ମଞ୍ଜୁଲିକାଙ୍କ ପରିଚୟ ପାଇଁ ଏହି ନୃତ୍ୟ ଗୀତରେ ଏହି ସଂଘର୍ଷକୁ ଦର୍ଶାଯାଇଛି। ଯାହା କି ଏହି ହରର-କମେଡିର ଆକର୍ଷଣ । ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବିଦ୍ୟା ବାଲନ ଓ ମାଧୁରୀ ଲାଇଭ୍ ପରଫର୍ମାନ୍ସ ଦେଉଥିବାର ନଜର ଆସିଛନ୍ତି । ହେଲେ ଏହାରି ମଧ୍ୟରେ ବିଦ୍ୟା ବାଲାନ କଚାଡି ହୋଇ ତଳେ ପଡ଼ିଛନ୍ତି। ଦେଖନ୍ତୁ ଭାଇରାଲ ଭିଡିଓ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link