Scary Video: ଦୁର୍ଘଟଣା ହୋଇ ପାହଡରୁ ଖସିପଡିଥିଲା କାର, ବ୍ୟକ୍ତିଙ୍କୁ ଫିଲ୍ମ ଷ୍ଟାଇଲରେ ଉଦ୍ଧାର କରିନେଲେ ଲୋକେ

Jagdish Barik Wed, 17 May 2023-4:17 pm,

Viral Accident Video: ଭିଡିଓରେ ଏକ କାର ରାସ୍ତାରୁ ଖାଲକୁ ଖସି ପଡୁଥିବାର ନଜର ଆସୁଛି, ଏହା ପୂର୍ବରୁ କିଛି ଲୋକ କୌଣସି ପ୍ରକାରେ କାରରେ ବସିଥିବା ବ୍ୟକ୍ତିଙ୍କ ଜୀବନ ବଞ୍ଚାଇ ଦେଉଛନ୍ତି । ଆପଣ ଦେଖନ୍ତୁ ଏହି ଆଶ୍ଚର୍ଯ୍ୟଜନକ ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link