Dance Video:`ଶ୍ରୀ ଗଣେଶ ଦେବା` ଗୀତରେ ଚତ୍ମକାର ନାଚ, ଏହି ଝିଅ ମାନଙ୍କ ଡ୍ୟାନ୍ସ ଦେଖି ଆପଣ ବି କରିବେ ତାରିଫ୍

Jagdish Barik Wed, 18 Sep 2024-11:02 pm,

Deva Shree Ganesha Viral dance Video: ଗଣେଶ ଚତୁର୍ଥୀର ବିଶେଷ ଉତ୍ସବରେ ଝିଅମାନଙ୍କର ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଇନଷ୍ଟାଗ୍ରାମ ବ୍ୟବହାରକାରୀ ସିମରନ୍ ଶିବକୁମାର ଏହି ଭିଡିଓ ସେୟାର କରିଛନ୍ତି। ଏହି କ୍ଲିପ୍ ଗଣପତି ବାପ୍ପା ମୋରିଆଙ୍କ ସ୍ଲୋଗାନରୁ ଆରମ୍ଭ ହୋଇଛି ଏବଂ ଏହା ପରେ ଝିଅମାନେ ଚମତ୍କାର ନୃତ୍ୟକରନ୍ତି। ଏଠାରେ ଦେଖନ୍ତୁ ପୂରା ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link