Viral video: ଟିଭିରେ ରାମାୟଣ ଦେଖି ଭାବବିହ୍ୱଳ ହେଲେ ବୃଦ୍ଧା, ଦେଖନ୍ତୁ ଏହି ସୁନ୍ଦର ଭିଡିଓ

Payal Priyadarshini Sat, 19 Aug 2023-1:37 pm,

୧୯୮୭ ମସିହାର ପ୍ରସିଦ୍ଧ ଧାରାବାହିକ ‘ରାମାୟଣ’ ଆଜି ବି ଦର୍ଶକଙ୍କ ହୃଦୟରେ ରାଜ କରୁଛି । ପୁଣିଥରେ ଟେଲିଭିଜରେ ପ୍ରସାରଣ ହେଉଥିବା ରାମାନନ୍ଦ ସାଗରଙ୍କ ଏହି ‘ରାମାୟଣ’ ଟେଲିଭିଜନ ଜଗତର ସବୁଠାରୁ ଚର୍ଚ୍ଚିତ ଧାରବାହିକ ଅଟେ । ଏଥିରେ ଅରୁଣ ଗୋଭିଲ ରାମ ଓ ଦୀପିକା ଚିଖଲିୟା ସୀତା ଚରିତ୍ରରେ ନଜର ଆସିଥିଲେ । ତେବେ ଏହି ଦେଖନ୍ତୁ ‘ରାମାୟଣ’ ଦେଖିବା ପରେ କିପରି ବୃଦ୍ଧା ଜଣକଙ୍କ ଭାବବିହ୍ୱଳ ହୋଇ ଯୋଡ଼ି ପ୍ରମାଣ କରୁଛନ୍ତି ।4- ୧୯୮୭ ମସିହାର ପ୍ରସିଦ୍ଧ ଧାରାବାହିକ ‘ରାମାୟଣ’ ଆଜି ବି ଦର୍ଶକଙ୍କ ହୃଦୟରେ ରାଜ କରୁଛି । ପୁଣିଥରେ ଟେଲିଭିଜରେ ପ୍ରସାରଣ ହେଉଥିବା ରାମାନନ୍ଦ ସାଗରଙ୍କ ଏହି ‘ରାମାୟଣ’ ଟେଲିଭିଜନ ଜଗତର ସବୁଠାରୁ ଚର୍ଚ୍ଚିତ ଧାରବାହିକ ଅଟେ । ଏଥିରେ ଅରୁଣ ଗୋଭିଲ ରାମ ଓ ଦୀପିକା ଚିଖଲିୟା ସୀତା ଚରିତ୍ରରେ ନଜର ଆସିଥିଲେ । ତେବେ ଏହି ଦେଖନ୍ତୁ ‘ରାମାୟଣ’ ଦେଖିବା ପରେ କିପରି ବୃଦ୍ଧା ଜଣକଙ୍କ ଭାବବିହ୍ୱଳ ହୋଇ ଯୋଡ଼ି ପ୍ରମାଣ କରୁଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link