ମାନବିକତାର ଶିକ୍ଷା ଦେଉଛି ଏହି କୁନି ପିଲା!, ଦେଖନ୍ତୁ Video

Jagdish Barik Thu, 09 Feb 2023-5:49 pm,

Viral Video: ଏହି ଭାଇରଲ ଭିଡିଓରେ ଆପଣ ଦେଖପାରିବେ ଯେ ଏକ ଛେଳି ଛୁଆଟିକୁ ଧରି ତାକୁ ଶୀତରୁ ରକ୍ଷା କରିବା ପାଇଁ କିପରି ଏକ ଛୋଟ ପିଲାଟି ନିଜ ହାତରେ ନିଆଁ ସେକ ଦେଉଛି । ଆଜିର ଦୁନିଆରେ ମାନବିକତା ସାଧାରଣ ଲୋକଙ୍କ ଠାରୁ ଲିଭି ଯାଉଥିବା ବେଳେ, ଏହି ଭିଡ଼ିଓଟି ସମସ୍ତଙ୍କୁ କିଛି ନା କିଛି ଶିକ୍ଷା ପ୍ରଦାନ କରୁଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link