Viral Video: ପୁଣି ଥରେ ଛାତ ଉପରୁ ଭାଇରାଲ ହେଲା ଭାଉଜଙ୍କ ଭିଡିଓ...

Prabhudatta Moharana Tue, 22 Oct 2024-11:33 am,

ସୋସିଆଲ ମିଡ଼ିଆରେ ନିଜର ନଟଖଟି ଅନ୍ଦାଜ ପାଇଁ ବେଶ ଭାଇରାଲ ହୋଇଥାଆନ୍ତି ଏହି ଭାଉଜ। ଏହି ଭାଉଜଙ୍କର ଆଉ ଏକ ଭିଡିଓ ଏବେ ଜୋରଦାର ଭାଇରାଲ ହେବାରେ ଲାଗିଛି। ତେବେ ପ୍ରେମ ପାଇଁ ବଢିଆ ଜାଗା ସମ୍ବଲପୁର ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି।  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link