Viral Video: ନାରୀର ଅନନ୍ୟ ରୂପ, ରାସ୍ତା ଉପରେ ଚୂଟି ଭିଡ଼ା-ଭିଡ଼ି, ଗଡ଼ା-ଗଡ଼ି, ଦେଖନ୍ତୁ ଏହି ଭାଇରାଲ ଭିଡିଓ..

ପ୍ରିୟମ୍ବଦା ରଣା Mon, 07 Aug 2023-6:43 pm,

Viral Video: ଏବେ ସୋସିଆଲ ମିଡିଆରେ ଦୁଇ ଜଣ ମହିଳାଙ୍କ ଏକ ମାର୍-ପିଟର ଭିଡିଓ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି। ଯେଉଁଠି ଦେଖିବାକୁ ମିଳିଛି ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କ ଚୂଟିକୁ ଘୋଷାଡ଼ି ମନ ଇଚ୍ଛା ପିଟୁଛନ୍ତି ଏବଂ ପାଖରେ ଥିବା ଲୋକମାନେ ମଧ୍ୟ ଦେଖେଣାହାରୀ ହୋଇ ଭିଡିଓ ବନଉଥିବା ବେଳେ କେହି ହେଲେ ଅଟକାଉ ନାହାଁନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link