Dhenkanal Viral Video: ଶ୍ରେଣୀଗୃହରେ ଶୋଇ ପଡ଼ିଲେ ସାର, ଡାକି ଡାକି ହାଲିଆ ହେଲେ ଛାତ୍ରଛାତ୍ରୀ, ଦେଖନ୍ତୁ ଭିଡିଓ

Prabhudatta Moharana Mon, 26 Aug 2024-8:57 am,

ସୋସିଆଲ ମିଡ଼ିଆରେ ଏକ ଭିଡିଓ ଜୋରଦାର ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ଶିକ୍ଷକ କ୍ଲାସରୁମରେ ଶୋଇ ଯାଇଥିବାର ଦେଖିବାକୁ ମିଳୁଛିଷ ଏପରିକି ଶୋଇଥିବା ସାରଙ୍କୁ ଛାତ୍ରଛାତ୍ରୀମାନେ ମଧ୍ୟ ଉଚ୍ଚ ସ୍ୱରରେ ଡାକି ଉଠାଇବାକୁ ପ୍ରୟାସ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। କିନ୍ତୁ ପରିଶେଷରେ ପିଲାମାନେ ଧିରେ ଧିରେ ଚାଲିଯାଉଥିବାର ଦେଖିବାକୁ ମିଳିଛି। ତେବେ ଏହି ଭିଡିଓଟି ଢେଙ୍କାନାଳର ବୋଲି ସୋସିଆଲ ମିଡ଼ିଆରେ ଦାବି କରାଯାଉଛି। କିନ୍ତୁ ଏନେଇ ଜୀ ଓଡ଼ିଶା ନ୍ୟୁଜ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦେଉନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link