VIDEO: ମଦ ନିଶାରେ କୁମ୍ଭୀର ପାଖରେ ଚାଲି ପହଞ୍ଚିଲେ ବ୍ୟକ୍ତି, ଏହା ପରେ ଯାହା ହେଲା ଆପଣ ନିଜେ ଦେଖନ୍ତୁ
Viral Video: ଭିଡିଓକୁ ଏପର୍ଯ୍ୟନ୍ତ ୪୭ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି । ଏକ ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ଲାଇକ୍ ମଧ୍ୟ କରିଛନ୍ତି । କିଛି ସୋସିଆଲ ମିଡ଼ିଆ ବ୍ୟବହାରକାରୀ ଏପରି କରିବାର କାରଣ ମଧ୍ୟ ପଚାରୁଛନ୍ତି । ଆପଣ ମଧ୍ୟ ଦେଖନ୍ତୁ ଏହି ଭଡ଼ିଓ ।