Virat Kohli Dance: ଷ୍ଟାଡିୟମରେ ପତ୍ନୀ ଅନୁଷ୍କାଙ୍କ ଗୀତର ହୁକ୍ ଷ୍ଟେପ୍ କଲେ ବିରାଟ, ଦେଖନ୍ତୁ ଭିଡିଓ

ରଶ୍ମିତା ସାହୁ Mon, 06 Nov 2023-12:26 pm,

ଗତକାଲି ସାଉଥ ଆଫ୍ରିକାକୁ ଇଡେନ ଗାର୍ଡେନରେ ଭେଟିଥିଲା ଟିମ୍ ଇଣ୍ଡିଆ । ରୋମାଞ୍ଚକର ମ୍ୟାଚରେ ଭାରତ ତା’ର ଦବଦବା ଅବ୍ୟାହତ ରଖିଛି । ରବିବାର କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇଥିବା ମ୍ୟାଚରେ ଭାରତ ଏକପାଖିଆ ବିଜୟ ହାସଲ କରିଛି। ବିଶ୍ବକପର ଅନ୍ୟତମ ଦାବିଦାର କୁହାଯାଉଥିବା ଦକ୍ଷିଣ ଆଫ୍ରିକାକୁ ୨୪୩ରନରେ ପରାସ୍ତ କରି ଭାରତ ବିପୁଳ ବିଜୟ ହାସଲ କରିବା ସହିତ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ତେବେ ସେଲିବ୍ରେସନ ସମୟରେ ବିରାଟଙ୍କୁ ଏକ ନିଆରା ଅନ୍ଦାଜରେ ଦେଖିବାକୁ ମିଳିଥିଲା। ଷ୍ଟାଡିୟମରେ ନିଜ ପତ୍ନୀଙ୍କ ଫିଲ୍ମର ଗୀତ Ainvayi Ainvayiରେ ହୁକ୍ ଷ୍ଟେପ କରିଥିଲେ ବିରାଟ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link