Virat Kohli Video: `ଛୁଟି ହେ ଫିର ବି...`, ବିରାଟ କୋହଲି ବିଶ୍ୱକପ୍ ପାଇଁ ଆରମ୍ଭ କରିଦେେଲେ ଜୋରଦାର ପ୍ରସ୍ତୁତି, ଭିଡିଓ ଭାଇରାଲ

Jagdish Barik Tue, 15 Aug 2023-5:56 pm,

Virat Kohli Video: ଏସିଆ କପ୍ ୨୦୨୩ ପୂର୍ବରୁ ବିରାଟ କୋହଲି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଟୁର୍ଣ୍ଣାମେଣ୍ଟ ପୂର୍ବରୁ ନିଜକୁ ପ୍ରସ୍ତୁତ କରିବାକୁ କୋହଲି ଜିମରେ ଟ୍ରେନିଂ ଆରମ୍ଭ କରିଛନ୍ତି । କୋହଲି ଜିମରେ ଝାଳରେ ବୁଡିଥିଥିବା ଦେଖାଯାଉଛନ୍ତି | ସେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଏକ ଟ୍ରାଡମିଲରେ ଦୌଡୁଥିବାର ନଜର ଆସୁଛନ୍ତି । କିଙ୍ଗ କୋହଲି ଜିମର ଏହି ଭିଡିଓକୁ ସେୟାର କରି ଏହାର କ୍ୟାପସନରେ ଲେଖିଛନ୍ତି ଯେ 'ଛୁଟି ହେ ଫିର ବି ଭାଗନା ପଡେଗା' । ଦେଖନ୍ତୁ ଏହି ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link