ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ମିଳିବ ସ୍ୱାସ୍ଥ୍ୟ ବୀମା: VK Pandian

Jagdish Barik May 15, 2024, 15:46 PM IST

Health insurance for all Govt servants: ବିଜୁ ଜନତା ଦଳର ମୁଖ୍ୟ ମାନ୍ୟବର ଶ୍ରୀ ନବୀନ ପଟ୍ଟନାୟକ ତଥା ନେତା ଶ୍ରୀ ଭି.କେ ପାଣ୍ଡିଆନ୍ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ନିଶ୍ଚିତ କରିଛନ୍ତି। ଜୁନ୍ ୯ ରେ ସିଏମ୍ ପଦ ପାଇଁ ଶପଥ ଗ୍ରହଣ ସମାରୋହ ପରେ ସେ ଏହି ଅଧିକାର ଘୋଷଣା କରିବେ।  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link