Cow attack video: ସ୍କୁଲରୁ ଫେରୁଥିବା ଝିଅକୁ ମରଣାନ୍ତକ ଆକ୍ରମଣ କଲା ଗାଈ, ଥରିଯିବେ ଆପଣ! ଦେଖନ୍ତୁ ଏହି ସିସିଟିଭି ଭିଡିଓ
Jagdish Barik Fri, 11 Aug 2023-3:59 pm,
Chennai Shocking Video: ଏହି ଘଟଣା ଆଶ୍ଚର୍ଯ୍ୟଜନକ ଓ କଷ୍ଟଦାୟକ ଅଟେ, ଯାହା ନିକଟରେ ସିସିଟିଭି କ୍ୟାମେରାରେ କଏଦ ହୋଇ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ବୁଧବାର ଦିନ ସ୍କୁଲରୁ ଘରକୁ ଫେରୁଥିବାବେଳେ ଜଣେ ନଅ ବର୍ଷର ଝିକୁ ତାଙ୍କ ମା ଓ ସାନଭାଇଙ୍କ ଉପସ୍ଥିତିରେ ଗାଈ ଆକ୍ରମଣ କରିଥିଲା । ସିସିଟିଭି ଫୁଟେଜରେ ପୂରା ଘଟଣା କଏଦ ହୋଇଛି । ଘଟଣାଟି ଚେନ୍ନାଇର ଅଟେ । ଏଠାରେ ଦେଖନ୍ତୁ ପୂରା ଭିଡିଓ ।