Ganesh Puja 2024: ଉଗାଣ୍ଡାରେ ଏପରି ଧୁମଧାମରେ ମନାଯାଉଛି ଗଣେଶ ପୂଜା, ଦେଖନ୍ତୁ ଏହି ମନୋରମ ଭିଡିଓ

Jagdish Barik Sat, 07 Sep 2024-2:43 pm,

Ganesh Chaturthi in Uganda: ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟାର ଦେବତା ତଥା ଆଦିଦେବ ଗଣେଶଙ୍କର ପୂଜା କରାଯାଏ । ଏହି କ୍ରମରେ ଦେଶ ଓ ବିଦେଶରେ ଆଜି ଠାରୁ ଧୁମଧାମ୍‌ରେ ପାଳିତ ହେଉଛି ଗଣେଶ ପୂଜା। ଏଠାରେ ଦେଖନ୍ତୁ କିପରି ଉଗାଣ୍ଡାରେ ପାରମ୍ପାରିକ ବାଦ୍ୟର ତାଳେତାଳେ ଗଣେଶଙ୍କ ଆରାଧନା ଚାଲିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link