WATCH: ନଦୀ କୂଳକୁ ପାଣି ପିଇବାକୁ ଆସିଥିଲା ବାଘ, ହଠାତ୍ ଆଟାକ୍ କରି ନିଜ ଶିକାର କରିନେଲା କୁମ୍ଭୀର

Jagdish Barik Tue, 02 Jan 2024-12:21 pm,

Animal Viral Video: ଭାଇରାଲ ହେଉଥିବା ଏହି ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଏକ ଚିତା ନଦୀ କୂଳକୁ ପାଣି ପିଇବାକୁ ଆସିଥାଏ। ଏବଂ ପାଣି ପିଇବା ସମୟରେ କୁମ୍ଭୀର ଆକ୍ରମଣ କରିଦିଏ। ଚିତା ଖସିବାକୁ ଚେଷ୍ଟା କରେ କିନ୍ତୁ କୁମ୍ଭୀରଟି ତାଙ୍କୁ ନଦୀ ଭିତରକୁ ଟାଣି ନେଇ ମାରିଦିଏ । ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ @comitivaferramula ନାମକ ଜଣେ ଉପଭୋକ୍ତା ଦ୍ୱାରା ସେୟାର କରାଯାଇଛି । ଯାହା ଜୋରଦାର ଭାଇରାଲ୍ ହେଉଛି । ଏଠାରେ ଦେଖନ୍ତୁ ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link