MS Dhoni Garage Video: ଧୋନିଙ୍କ ଗ୍ୟାରେଜରେ ଶୋ’ରୁମ୍ ଅପେକ୍ଷା ଅଧିକ ରହିଛି ବାଇକ୍, ଭେଙ୍କଟେଶ ପ୍ରସାଦ ସେୟାର କଲେ ଭିଡିଓ

Jagdish Barik Tue, 18 Jul 2023-9:34 am,

Venkatesh Prasad On MS Dhoni's Bike Collection: ପୂର୍ବତନ ଭାରତୀୟ କ୍ରିକେଟର ଭେଙ୍କଟେଶ ପ୍ରସାଦ ରାଞ୍ଚିରେ ମହେନ୍ଦ୍ର ସିଂ ଧୋନିଙ୍କୁ ଭେଟିଛନ୍ତି । ଏହି ସମୟରେ ସେ ପୂର୍ବତନ ଭାରତୀୟ ଅଧିନାୟକଙ୍କ ବାଇକ ଓ କାର କଲେକ୍ସନ ମଧ୍ୟ ବୁଲି ଦେଖିଥିଲେ । ଯାହାର ଭିଡିଓ ସେୟାର କରିଛନ୍ତି ଓ ଜୋରଦାର ଭାଇରାଲ ହେଉଛି । 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link