Mahakumbh Fire: ମହାକୁମ୍ଭରେ ଆଉ ଏକ ଭୟଙ୍କର ଅଗ୍ନିକାଣ୍ଡ, ଦେଖନ୍ତୁ ଭିଡିଓ

Jagdish Barik Jan 30, 2025, 16:28 PM IST

Prayagraj Mahakumbh Fire Video: ଗୁରୁବାର ଦିନ ଅପରାହ୍ନରେ ମହାକୁମ୍ଭରେ ପୁଣି ଥରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି। ଏହି କାରଣରୁ ଏକ ଡର୍ଜନରୁ ଅଧିକ ତମ୍ବୁ ଜଳି ଯାଇଛି। ଏଥର ଛଟନାଗ ଘାଟ ନାଗେଶ୍ୱର ଘାଟ ସେକ୍ଟର ୨୨ ନିକଟସ୍ଥ ତମ୍ବୁ ନଗରୀରେ ଅଗ୍ନିକାଣ୍ଡ ଘଟିଥିଲା।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link