Meerut: ନାଚୁ ନାଚୁ ହଠାତ୍ ଚାଲିଗଲା ମହିଳାଙ୍କ ଜୀବନ, କ୍ୟାମରାରେ କଏଦ ହେଲା ମୃତ୍ୟୁର ଭିଡିଓ

Jagdish Barik Sun, 28 Apr 2024-11:02 pm,

Girl dies while dancing in Meerut: ଏହି ମାମଲା ମେରଠରୁ ଆସିଥିବା ଜଣାଯାଇଛି। ମିହଳା ଜଣକ ନିଜ ସମ୍ପର୍କୀୟ ଭଉଣୀର ହଲଦି ସେରିମନିରେ ନାଚୁଥିବା ସମୟରେ ମୃତ୍ୟୁ ବରଣ କରିଛି। ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ନାବାଳିକା ଝିଅଟି ତଳେ ପଡ଼ିଥିବାର ନଜର ଆସିଛନ୍ତି। ଝିଅଟି ତଳେ ପଡ଼ିଯିବା ପରେ କେହି କିଛି ବୁଝିପାରି ନଥିଲେ। ଏହାପରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁର ଭିଡିଓ କ୍ୟାମରାରେ କଏଦ ହୋଇଥିଲା। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link