Viral Video: ଯୌତୁକ ନା ପୂରା ବଜାର? ବିବାହରେ ବରକୁ `ଉପହାର` ଭାବରେ ମିଳିଲା SUV ସହିତ ୧୦୦ ରୁ ଅଧିକ ଆଇଟମ୍

Jagdish Barik Thu, 30 Nov 2023-8:11 pm,

Dowry Viral Video: ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳେ ଯେ କନିଆଁର ପରିବାର ବରକୁ ଉପହାର ସ୍ୱରୂପ ଅନେକ ଜିନିଷ ଦେଇଛନ୍ତି । ଏଥିରେ ଏକ ଏସୟୁଭି କାର ସହିତ ପ୍ଲେଟ, ଫ୍ରାଇ ପ୍ୟାନ, ରେଫ୍ରିଜରେଟର. ଭୋଲ୍ଟାସ୍ ଏୟାର କଣ୍ଡିସନର, ୱାଶିଂ ମେସିନ୍, କପ୍ ବୋର୍ଡ, ବେଡ୍ ଓ ସୋଫା ଅନ୍ତର୍ଭୁକ୍ତ । ଏହି ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ଦେଖନ୍ତୁ ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link