Viral Video: ଚଳନ୍ତା ବାଇକରେ ପରସ୍ପରକୁ KISS କଲେ କପଲ୍, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

Jagdish Barik Sat, 16 Sep 2023-3:50 pm,

Viral Video: ଜୟପୁରର ଏକ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଘୂରି ବୁଲୁଛି । ଚଳନ୍ତା ବାଇକ୍ ଯାଉଥିବା ଏକ ଦମ୍ପତି ପରସ୍ପରକୁ ଲିପଲକ୍ କରୁଥିବାର ନଜର ଆସୁଛନ୍ତି । ତାଙ୍କ ବାଇକ ପଛରେ ଯାଉଥିବା ଆଉ ଏକ ଗାଡି ଚାଳକ ଏହାର ଭିଡିଓ କରିଥିଲେ ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ପୋଲିସ ଏହି ବାଇକକୁ ଚିହ୍ନଟ କରିବା, ସମେତ ଚାଲାଣ କାଟିଛି । ଏଠାରେ ଦେଖନ୍ତୁ ପୂରା ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link