Emotional Video: ନିଜ ପିଲାକୁ କୋଳରେ ଇ-ରିକ୍ସା ଚଲାଉଛନ୍ତି ଜଣେ ମାଆ; ଭିଡିଓ ଦେଖି ସମସ୍ତେ କରୁଛନ୍ତି ସଲାମ

Jagdish Barik Fri, 07 Jul 2023-9:34 am,

Inspirational video: ବର୍ତ୍ତମାନ ଏପରି ଜଣେ ମା’ଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯିଏ ନିଜ ପିଲାକୁ କୋଳରେ ଇ-ରିକ୍ସା ଚଳାଉଛନ୍ତି । ଏହି ଭିଡିଓ ଆପଣଙ୍କୁ ଭାବପ୍ରବଣ କରିଦେବ । ଦେଖନ୍ତୁ ଭଡ଼ିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link