Viral Video: ଆବାସ ଘର ଖଣ୍ଡେ ନ ମିଳିବାରୁ ୫ଟି ସଚିବ ପାଣ୍ଡିଆନଙ୍କୁ କଟାକ୍ଷ କରି ଗୀତ ଗାଇଲେ ଏହି ଦୃଷ୍ଟିହୀନ ବ୍ୟକ୍ତି, ଭିଡିଓ ଭାଇରଲ୍

Jagdish Barik Sun, 27 Aug 2023-11:04 pm,

Prafulla Das Viral Video Song: ସୋସିଆଲ ମିଡିଆରେ ଏକ ଦୃଷ୍ଟିହୀନ ବ୍ୟକ୍ତିଙ୍କ ଭିଡିଓ ଜୋରଦାର ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ୫ଟି ସଚିବ ଭିକେ ପାଣ୍ଡିଆନକୁ (Vk Pandian) କଟାକ୍ଷ କରି ଏକ ଗୀତ ଗାଉଥିବା ନଜର ଆସୁଛନ୍ତି । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଯାଜପୁର (Jajpur) ଜିଲ୍ଲା କୋରେଇ ବ୍ଲକ ରଗଡ଼ି ଅଞ୍ଚଳର ଦୃଷ୍ଟିହୀନ ବ୍ୟକ୍ତି ପ୍ରଫୁଲ୍ଲ ଦାସ (Prafulla Das) । ସେ ଏହି ଗୀତରେ "ପଟ୍ଟା ଦେଲେ ତହସିଲଦାର, ଘର ଖଣ୍ଡେ ଦେଲେନି ବିଡ଼ିଓ" ଗୀତ ଗାଉଛନ୍ତି । ଏହି ଗୀତରେ ସେ ନିଜର କଷ୍ଟ ବଖାଣିଛନ୍ତି । ଯାହାକୁ ଆପଣଙ୍କୁ ହୃଦୟକୁ ନିଶ୍ଚିତ ବ୍ୟଥିତ କରାଇବ । ଏହି ଭଡିଓକୁ ଫେସବୁକ୍ ପ୍ଲାଟଫର୍ମରେ ଚନ୍ଦ୍ରକାନ୍ତ ପତି ନାମକ ଜଣେ ୟୁଜର ସେୟାର କରିଛନ୍ତି । ଯାହା ଜୋରଦାର ଭାଇରାଲ ହେଉଛି । ଏଠାରେ ଦେଖନ୍ତୁ ଭିଡିଓ ।    

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link