Dance Video: ସମ୍ବଲପୁରୀ ଗୀତ `ଲାଲ୍ ଟହ ଟହ ଗୋଲପ` ମଜାଦାର ଡ୍ୟାନ୍ସ କଲେ ଶ୍ରୀକାନ୍ତ, ଭିଡିଓ ଦେଖି ଆପଣ ବି କରିବେ ତାରିଫ୍!

Jagdish Barik Thu, 02 Nov 2023-10:14 pm,

Sambalpuri Song Viral Dance Video: ସୋସିଆଲ ମିଡିଆରେ ପ୍ରାୟତଃ ସବୁଦିନେ କିଛି ନା ଡ୍ୟାନ୍ସ ଭିଡିଓ ଭାଇରାଲ୍ ହୋଇଥାଏ । ଏହି କ୍ରମରେ ଓଡ଼ିଶାର ଏକ ଯୁବକ ଶ୍ରୀକାନ୍ତଙ୍କ ଏକ ଡ୍ୟାନ୍ସ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ସେ ସମ୍ବଲପୁରୀ ଗୀତ 'ଲାଲ୍ ଟହ ଟହ ଗୋଲପ' ମଜାଦାର ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି । ଏହି ଭିଡିଓ ସୋସିଆଲ୍ ମିଡିଆ ୟୁଜରଙ୍କୁ ବହୁତ ପସନ୍ଦ ଆସୁଛି । ଆପଣ ମଧ୍ୟ ଦେଖନ୍ତୁ ଏହି ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link