Dance Video: `ନାଲି ଶାଢ଼ୀ ପିନ୍ଧି ଯେବେ ଯାଉ` ଗୀତରେ କୁନି ଝିଅଟି କଲା ଚତ୍ମକାର ଡ୍ୟାନ୍ସ, ସମସ୍ତେ କରୁଛନ୍ତି ପ୍ରଶଂସା, ଦେଖନ୍ତୁ ଭିଡିଓ

Jagdish Barik Wed, 22 Nov 2023-9:42 pm,

Girl Dance Viral Video: ସୋସିଆଲ୍ ମିଡିଆରେ ବର୍ତ୍ତମାନ ଏକ ଡ୍ୟାନ୍ସ ଭିଡିଓ ଜୋରଦାର ଭାଇରାଲ୍ ହେଉଛି । ଯେଉଁଥିରେ ଏକ କୁନି ଝିଅଟି ଓଡ଼ିଆ ଆଲବମ୍ ଗୀତ 'ନାଲି ଶାଢ଼ୀ ପିନ୍ଧି ଯେବେ ଯାଉ' ଗୀତରେ ଚତ୍ମକାର ଡ୍ୟାନ୍ସ କରୁଥିବା ନଜର ଆସୁଛନ୍ତି । ଏହି ଭିଡିଓ କ୍ଲିପରେ ସୋସିଆଲ ମିଡଆ ବ୍ୟବହାରକାରୀ ମାନେ ମଧ୍ୟ ଅନେକ ଲାଇକ୍ ଓ କମେଣ୍ଟ ଦେଉଛନ୍ତି । ଆପଣ ମଧ୍ୟ ଦେଖନ୍ତୁ ଏହି ଡ୍ୟନ୍ସ ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link