ହେଲମେଟ ବିନା ବାଇକ୍ ଚଲାଉଥିଲା ଜଣେ ପୋଲିସ୍, କାରରେ ଯାଉଥିବା ମହିଳା ଦେଲେ ଟ୍ରାଫିକ୍ ଶିକ୍ଷା, ଦେଖନ୍ତୁ ଭିଡ଼ିଓ

Jagdish Barik Thu, 09 Nov 2023-10:12 pm,

Police Man Viral Video: ଭାଇରାଲ ହେଉଥିବା ଏହି ଭିଡିଓରେ ଏହା ଦେଖିବାକୁ ମିଳେ ଯେ କାରରେ ବସିଥିବା ଜଣେ ମହିଳା ବାଇକ୍ ଯାଉଥିବା ଜଣେ ପୋଲିସକୁ ପଚାରୁଛନ୍ତି ଯେ ହେଲମେଟ୍ କାହିଁ ଓ ସେ ହେଲମେଟ୍ କାହିଁକି ପିନ୍ଧି ନାହାଁନ୍ତି? ସୋସିଆଲ୍ ମିଡିଆରେ ଏହି ଭିଡିଓ ଜୋରଦାର ଭାଇରାଲ୍ ହେଉଛି । ଆପଣ ମଧ୍ୟ ଦେଖନ୍ତୁ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link