PM Flies In Tejas: ୪୫ ମିନିଟ୍ ଧରି ତେଜସ୍ ଯୁଦ୍ଧ ବିମାନରେ ଉଡ଼ିଲେ ପିଏମ, ଦେଖନ୍ତୁ ଭିଡିଓ

Jagdish Barik Sat, 25 Nov 2023-8:36 pm,

PM Flies In Tejas Video: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (Prime Minister Narendra Modi) ବେଙ୍ଗାଲୁରୁର ଯୁଦ୍ଧ ବିମାନ ତେଜସରେ (Tejas aircraft) ଉଡ଼ିଛନ୍ତି । ସେ ଶନିବାର ଦିନ ବେଙ୍ଗାଲୁରୁର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL) ଫେସିଲିଟିଜ୍ ପରିଦର୍ଶନ କରିଥିଲେ । ପିଏମଓ ଅନୁଯାୟୀ ସେ ତେଜସ ଜେଟର ଉତ୍ପାଦନ ହବକୁ ଯାଞ୍ଚ କରିବାକୁ ଆସିଥିଲେ । ଏଠାରେ ଦେଖନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତେଜସ୍ ଯୁଦ୍ଧ ବିମାନର ଉଡ଼ିବାର ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link