Video: ମନୁସ୍ମୃତି ଜଳାଇ ଚୁଲିରେ ଚିକେନ୍ ରାନ୍ଧିଲେ ଓ ସିଗାରେଟ୍ ଫୁଙ୍କିଲେ, ଭାଇରଲ ହେଉଛି ବିହାର ଏକ ଝିଅର ଭିଡିଓ

Jagdish Barik Sun, 05 Mar 2023-11:07 pm,

Bihar Video: ଭିଡିଓରେ ଆପଣ ଦେଖିପାରିବେ ଯେ ଝିଅଟି ପ୍ରଥମେ ଚୁଲିରେ ମନୁସ୍ମୃତି ପୁସ୍ତକରେ ନିଆଁ ଲଗାଏ ଓ ତା’ପରେ ପାଟିରେ ରଖିଥିବା ସିଗାରେଟ୍କୁ ଏହି ପୁସ୍ତକ ଦ୍ୱାରା ଜଳାଏ । ସିଗାରେଟ୍ ଜାଳିବା ପରେ ଝିଅଟି ପାଟିରୁ ଧୂଆଁ ବାହାର କରି ବହିଟିକୁ ଚୁଲିରେ ଫୋପାଡି ଦେଇଥାଏ । ଏହା ସହ ଭିଡିଓରେ ଆପଣ ଦେଖିପାରିବେ ଯେ ଝିଅଟି ଚୁଲିରେ ଚିକେନ୍ ରାନ୍ଧୁଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link