ଘୋଡା ଚଢି ଆସିଲା ଲୁଟେରା, ମହିଳାଙ୍କ ବ୍ୟାଗ ନେଇ ହୋଇଗଲେ ଫେରାର; ଭିଡିଓ ଭାଇରାଲ୍

Jagdish Barik Thu, 20 Apr 2023-8:00 pm,

Robbery Video: ଆପଣ ନିଶ୍ଚିତ ଭାବରେ ଲୁଟର ଏପରି ନିଆରା ଶୌଳୀ କେବେ ଦେଖି ନଥିବେ । ଭିଡିଓରେ ଦେଖିପାରିବେ ଯେ ଜଣେ ଲୁଟେରା ଘୋଡାରେ ଆସି ମହିଳାଙ୍କ ବ୍ୟାଗ ଛଡ଼ାଇବା ପରେ ସେଠାରୁ ଚାଲିଯାଇଥିଲା । ଏହି ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ଜୋରଦାର ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଦେଖନ୍ତୁ ଏହି ଭିଡିଓ ।    

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link